01/10/2023
ଆମ ଅନୁଷ୍ଠାନ ର ୬୦୧ ତମ ସବ ସତ୍କାର କରାଗଲା ସମ୍ବଳ ର ସବୁ କର୍ମକର୍ତା ଓ ଉପଦେଷ୍ଟା ଏଥିରେ ଯୋଗ ଦେଇ ଥିଲେ ମୁ ମଧ୍ୟ ଅହି ଅନୁଷ୍ଠାନ ସହିତ ଜଡିତ ହୋଇ ସେବା କାର୍ଯ୍ୟ କରେ ଓ ଧନ୍ୟ ମନେ କରେ ଆଗକୁ ମଧ୍ୟ କରୁଥିବି ଆପଣ ମାନେ ବି ଆମ ସହିତ ଯୋଡି ହୁଅନ୍ତୁ ଓ ସେବା କାର୍ଯ୍ୟ ରେ ସହଯୋଗ କରନ୍ତୁ ସମ୍ବଳ ପରିବାର ଆପଙ୍କ ସ୍ୱାଗତ ଜଣାଉଛି 🙏