Ladly Adi

Ladly Adi Family Update

14/06/2026

"ରଜ ପାଇଁ ମୋ ଝିଅକୁ ମେହେନ୍ଦୀ ଲଗାଇଦେଲି, ତା'ର ଖୁସି ଦେଖି ମନ ବହୁତ ଖୁସି ହୋଇଗଲା। 😊🌿" #

11/06/2026

"ଆଜିଠୁ ପୁଣି ମୋ ରୁଟିନ୍ ଆରମ୍ଭ। ପିଲାଙ୍କ ସ୍କୁଲ୍ ଖୋଲିଗଲା, ତେଣୁ ପୁଣି ସକାଳର ବ୍ୟସ୍ତତା ଆରମ୍ଭ। 😊📚🏫"

08/06/2026

"ଆଜି ମଟନ୍ ଖାଇକି ପୁରା ମଜା ଆସିଗଲା, ମନଟା ଖୁସି ହେଇଗଲା।" 😋🍖✨

06/06/2026

"ପିଲାଙ୍କ ଦାୟିତ୍ୱରେ ଏତେ ବ୍ୟସ୍ତ ରହୁଛି ଯେ ନିଜ ପାଇଁ ସମୟ ମିଳୁନି।" 😊

03/06/2026

"ହଠାତ୍ ମୋତେ ମେଡିକାଲ୍ ଯିବାକୁ ପଡ଼ିଲା।"

01/06/2026

"ରବିବାରରେ Husbandଙ୍କର ଡ୍ୟୁଟି, ଆଉ ମୋର ପିଲାମାନଙ୍କ ସହିତ ଦିନଟା କାମରେ କାମରେ କଟିଗଲା।" 😊

29/05/2026

ଆଜି husband ଙ୍କ ପାଖରୁ ଏମିତି କିଛି gift 🎁🎁🎁 ମିଳିଲା, ମନଟା ପୁରା ଖୁସି ହେଇଗଲା ❤️

27/05/2026

ଆଜି ନୁଆ ଫଳ ଖାଇକି ବହୁତ ମଜା ଆସିଗଲା

24/05/2026

Baby shower 😍 😍 କୁ ଯାଇ ବହୁତ ଖୁସି ଲାଗିଲା ✨👶💖

23/05/2026

ସନ୍ଧ୍ୟା ବେଳେ ପିଲାମାନଙ୍କ ସହିତ ଡ୍ୟୁଟିରେ ରହିବାର ମଜା ହିଁ ଅଲଗା 😊

Address

Pune
411046

Website

Alerts

Be the first to know and let us send you an email when Ladly Adi posts news and promotions. Your email address will not be used for any other purpose, and you can unsubscribe at any time.

Share