14/06/2026
ଓଡ଼ିଶାର ମାଟିର ମହକ ଓ ପରମ୍ପରାର ପର୍ବ #ରଜ ଅବସରରେ ସଭିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ପ୍ରକୃତି ଓ ମାଟି ମା'ଙ୍କ ପ୍ରତି ସମ୍ମାନର ଏହି ପବିତ୍ର ପରମ୍ପରା ସମସ୍ତଙ୍କ ଜୀବନକୁ ଖୁସି, ଉଲ୍ଲାସ ଓ ନୂଆ ଆଶାରେ ଭରିଦେଉ।
ଆସନ୍ତୁ, ଆମ ସଂସ୍କୃତି ଓ ଐତିହ୍ୟର ଏହି ନିଆରା ଗଣପର୍ବକୁ Durga Mandap & Lodge ସହ ହସଖୁସିରେ ପାଳିବା।
Location 📍 : Kakatpur, Puri, Odisha pin -752108
Please contact: 📞 7894778711
📲 7853899136
🙏 #ରଜପର୍ବ 💐 🪔 🕉️ 💃 💖 👍 💐