Swapna Event Management Cuttack

Call Directions Contact the business

Swapna Event Management Cuttack Contact information, map and directions, contact form, opening hours, services, ratings, photos, videos and announcements from Swapna Event Management Cuttack, Cuttack.

05/10/2026
05/10/2026

ସିନ୍ଦୁରର ମୂଲ୍ୟ ତତେ ଜଣାନାହିଁ, ତୁ ସେମିତି ସାରା ଜୀବନ ଭାବିବୁ 🔴 ସିନ୍ଦୁର କାହା ପାଇଁ ପିନ୍ଧିବୁ ? ତୁ କୋଉଠି ପିନ୍ଧୁ ବାପା କୁ ଲୁଚେଇ ମୁଣ୍ଡ ଉପରେ ନା ବାପା ଦେଖିନେଲେ ଖରାପ ଭାବିବ ଯେ ମୁଁ ଏତେ ପରିଶ୍ରମ କରି ଝିଅ ଘର ଭାଙ୍ଗି ପାଖକୁ ଆଣି ଝିଅକୁ ରଖିଲି ହେଲେ ଝିଅ ସେଇ ସ୍ୱାମୀ ନାଆରେ ସିନ୍ଦୁର 🔴 ପିନ୍ଧୁଛି ଲୁଚେଇକି। 🤣 ସିନ୍ଦୁର ତୋ ପାଇଁ ଗୋଟିଏ ଖେଳ ଘର, ସ୍ୱାମୀ ଚେଞ୍ଜ କରିବା ତୋର ଅଭ୍ୟାସ, ପର କଥାରେ ଚାଲି ନିଜ ସ୍ୱାମୀକୁ ଅପମାନିତ କରିବା ଥାନା କୋର୍ଟ କରିବା ତୋର ଅଭ୍ୟାସ, ଆଉ ତୁ ଆଗରୁ ବହୁତ କାଣ୍ଡ ସବୁ କରିଛୁ ବୋଲି ତୋ ବାପା ବି ତତେ ଧମକ ଦେଇଛି ସ୍ୱାମୀ ଆଗରେ, ହେଲେ ସେ ସ୍ୱାମୀ ଅତୀତ କାହାଠୁ ଶୁଣିଥିଲେ ତାକୁ ଫରକ ପଡି ନଥାନ୍ତା । ସେ ବର୍ତ୍ତମାନ କୁ ନେଇ ଚାଲିଥିଲା ହେଲେ ତମ ବାପା ଝିଅ ଙ୍କର ସବୁ ଲୀଳା, ଝିଅ ଶାଶୁ ଘରେ କରିବ ପାଲା ଆଉ ବାପା ଝିଅ ଶାଶୁ ଘରେ ମହିଳା ମାନକୁ ଖରାପ ନଜରରେ ଦେଖିବ, ଆଉ ଝିଅ ଯେବେ ବାପା କୁ କହିଲା ବାପା ଝିଅ ର ଗୁଣ ଗାଇବ ବୋଲି କହୁଥିଲା ଭୁଲି ଯାଇଛୁ କି ? ବାପା ଝିଅ ଶାଶୁଘର ଲୋକ ଙ୍କୁ ଖରାପ ନଜର ରେ ଦେଖୁଥିଲା ଆଉ ଝିଅ କହିଲେ ବାପା କୁ ବାପା ଝିଅ ର ଅତୀତ କଥା ନେଇ ଝିଅ ର ସ୍ୱାମୀ ଆଗରେ ଧମକ ଦଉଥିଲା ସେଥିପାଇଁ ତମେ ବାପା ଝିଅ ଉଭୟ ଉଭୟଙ୍କୁ ସାଥ ଦେଇ ଝିଅ ର ଶାଶୁଘରେ ଆହୁରି ଅପମାନିତ କଲାଭଳି କାମ କଲ । ଜ୍ୱାଇଁ କୁ ତମେ ବାପା ଝିଅ ଆଉ ତମ ପରିବାର ନିଜ କଣ୍ଟ୍ରୋଲରେ ଆଣିବାକୁ ଚାହିଁଲ ଥାନାରେ FIR ଦେଇ ଝିଅ କୁ ଭଡ଼ା ନେଇ ରଖିଲ , ଜ୍ୱାଇଁ କୁ ଘର ଜ୍ୱାଇଁ କରି ରଖିବାକୁ ଇଛା ଥିଲା ବୋଧେ ହେଲେ ସେ ସ୍ବପ୍ନ ପୁରଣ ହେଇ ପାରିଲାନି ବୋଲି ଝିଅ କାଳେ ବାପା କୁ ଦୋଷ ଦେବ ସେଥିପାଇଁ ବାପା ଜ୍ୱାଇଁ ର ମାମୁ ପୁଅ ଭାଇ କୁ ଡାକି ପାଖରେ ରଖିଲା ଆଉ ଝିଅର ମାଇଣ୍ଡ ଫ୍ରି କରୁଥିଲା ଦୁଇ ଜଣକୁ ଗୋଟିଏ ରୁମରେ ରାତିରେ ଛାଡ଼ି , ତାପରେ ଯାହା ହେଇଚି ସେଇ ଉପରେ ଥିବା ଠାକୁର ଦେଖିଥିବେ । ସିନ୍ଦୁରର ମୂଲ୍ୟ ବୁଝିଥିଲେ ତୁ କେବେ ତୋ ସ୍ୱାମୀକୁ ପର କଥାରେ ପଡି ଏତେ ଅପମାନିତ କରି ନିଜର ଦେହ ସୁଖ ପର ଟୋକାଙ୍କ ପାଖରୁ ନେଇ ନଥାନ୍ତୁ । ଭାଇ ଘର କୁ ବି ଟୋକା ଡାକି ସେକ୍ସ କରିଛୁ , କେତେ ଟୋକାଙ୍କ ସହିତ ଫେକ ଆଇଡି ଖୋଲି ରାତି ସାରା ଗପୁଛୁ ଭିଡ଼ିଓ କଲ୍ କରୁଛୁ, କାହାକୁ ପଇସା ମାଗୁଛୁ ତ କାହା ପାଖରେ ଶୋଇବାକୁ ହୋଟେଲ ଯାଉଛୁ ଆଉ ବୁବୁ କୁ ବି ରଖିଛୁ ଆଉ ତା ସହିତ ବି ସ୍ୱାମୀ ଭଳିଆ ଗପୁଛୁ କାରଣ ସେ ପାଖରେ ଶୋଇଥିଲା ନା ମୁ ସବୁ ଜାଣିଛି । ପଇସା ଅଛି ବୋଲି କାହାରିକୁ ଖାତର ନାହିଁ, ମନ ଇଛା ଭୁଲ କରି ସ୍ୱାମୀ କୁ ଦୋଷ ଦେଇଛୁ । ଯୋଉ ବାପା ବାହାଘର କରିପାରିବନି ବୋଲି କହି ହାତ ଟେକି ଦେଇଥିଲା ଆଉ ତୁ ଘରୁ ପଳେଇ ଆସିଲା ପରେ ଯୋଉ ସ୍ୱାମୀ ତୋ ହାତ ଧରିଥିଲା ତୁ ତାକୁ ସେଇ ବାପା କଥାରେ ପଡି ବହୁତ କଷ୍ଟ ଦେଇଛୁ । ଯୋଉ ଶଶୁର ମେଡିକାଲ ରେ ପଡିଥିଲା ଯୋଉ ଜ୍ୱାଇଁ ପାଖରେ ବସି ଜଗିଥିଲା ତୋ ବାପା ସେଇ ଜ୍ୱାଇଁ ର ଘର ଭାଙ୍ଗିଦେଲା , ମୁ ଜାଣେ ତୁ ସବୁ ଜାଣିଛୁ କିଏ କଣ କରିଛି ତେଣୁ ତୋ ବାପର ଭୁଲ ଅଛି ଜାଣି ତୋ ବାପା କୁ ବି ଗାଳି କରିଥିଲୁ ହେଲେ ପରେ କ୍ଷମା ମାଗିନେଲୁ ହେଲେ ବାପା କଥାରେ ପଡି ତୁ ତୋ ସ୍ୱାମୀ ସହିତ ଆଉ ତୋ ବାପା ତା ଜ୍ୱାଇଁ ସହିତ କେତେ କଣ କରିଦେଲ, କେହି ଭୁଲ ମାଗି ପାରିଲ କି ? ଝିଅ କୁ ନେଇ ପାଖରେ ରଖିଲା ଆଉ ସ୍ୱାମୀ ନାଆରେ ଲୁଚିକି ସିନ୍ଦୁର ପିନ୍ଧିଲା ବାପା କୁ ଡରି ଆଉ ବେଶ୍ୟାଗିରି କରେଇଲା ପାଖରେ ରଖି । ନିଜ ପୁଅକୁ ପୁଅ ଭାବିଲା ଆଉ ଜ୍ୱାଇଁକୁ ଚାକର ଭାବିଲା ତୋ ବାପା ସେଥିପାଇଁ ତାଙ୍କ ନିଜ ଭୁଲ ଦେଖାଗଲାନି । ଆଉ ତୁ ଏ ସବୁ କାମରେ ସମସ୍ତଙ୍କର ସାଥ ଦେଇଛୁ ବୋଲି ସେମାନେ ଏତେ ସବୁ ଘଟଣା ଘଟେଇ ପାରିଲେ ତୋ ସ୍ୱାମୀ ସହିତ। ଆଉ ଏତେ ସବୁ କରି ସରିଲା ପରେ ବି ତୋ ମୁଁହକୁ ଲଜ୍ୟା ନାହିଁ ଏବେବି ସ୍ୱାମୀକୁ ଦୋଷ ଦଉଛୁ । 🙏 ତୋ ବାପା କଣ କହିଲା ଜ୍ୱାଇଁ ଝିଅକୁ ନେଇ ଦୁଇମାସ ରଖିଲେ ମୁ ଯାଇ କ୍ଷମା ମାଗିବି ଆରେ ଜ୍ୱାଇଁ ତମ ଗାଣ୍ଡିରେ ଆଗେ ଲାଗିଥିଲା ନା ତମେ ମାନେ ଲାଗିଥିଲ । ତା ଘର କିଏ ଭାଙ୍ଗିବାକୁ ଚେଷ୍ଟା କରୁଥିଲା କଟକ ଡାକିକି ? ଆଉ ଶେଷରେ ସମସ୍ତେ ଲାଗିକି ଭାଙ୍ଗିଦେଲ । ହେଲେ ଝିଅ ସେତିକି ବି ବୁଝି ପାରିଲାନି କାହାର ଦୋଷ ନା ସବୁ ବୁଝିକି ଜ୍ୱାଇଁ ସହିତ ଏତେ ସବୁ ଘଟଣା ଘଟଗଲା। କିନ୍ତୁ ବାପ ଝିଅକୁ ବୁଝେଇ ନାନା ଘର ସହିତ ମିଶେଇ ଦେଇ ପାରିଲା ହେଲେ ଝିଅ ଘର ଭାଙ୍ଗିଦେଲା । କାରଣ ତୋ ବାପା ର ତୋ ଉପରେ କିଛି ସ୍ୱାର୍ଥ ଥିବ ଦେଖ , ଏତେ ସବୁ ପରେ ବି ତୋ ବାପା ଠିକ ତୋ ନଜରରେ ହଉ ମୁ ଖରାପ, ହଁ ମୁ ଖରପ ଜାଣିଛି ସେଥିପାଇଁ ତୋ ଭଳି ଝିଅକୁ ବିଶ୍ୱାସ କରି ତୋ ହାତ ଧରିନେଇ ଘର ସଂସାର ଗଢିବାକୁ ଚାହୁଁଥିଲି । ହେଲେ ଏ ସ୍ବପ୍ନ ସାରା ଜୀବନ ପାଇଁ ଅଧୁରା ରହିଲା । ଏ ଯଉବନ ଗଡ଼ିଗଲା ପରେ ସବୁ ମନେ ପଡିବ ମୁ କଣ ଥିଲି, ତୁ କଣ ଥିଲୁ, ଆଉ କିଏ କଣ ଥିଲା, ଆଉ କିଏ କାହା ସହିତ କଣ ସବୁ କରିଥିଲା, ଆଉ ସେଥିପାଇଁ କିଏ ଦାୟୀ ଥିଲା, ଆଉ ମୁଁ କାହାକୁ ଅଯଥାରେ ଦୋଷ ଦେଇ ନିଜ ସଂସାର ନିଜେ ଭାଙ୍ଗିଦେଲି ??? ଜୟ ଜଗନ୍ନାଥ 🙏😭💔

30/09/2026

Click : https://youtu.be/hX9iPXd69ww
“ Plug in your earphones, feel this song ‘’E Jibane Hasa Nahin’’

OdiaAlbumHits HumaneSagarSadSong

Address

Cuttack
753001

Telephone

+919692806839

Website

Alerts

Be the first to know and let us send you an email when Swapna Event Management Cuttack posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Swapna Event Management Cuttack:

Shortcuts

Share