22/09/2024
ରାଜ୍ୟ ସରକାରଙ୍କ ଦ୍ଵାରା କୋରାପୁଟ ଜିଲ୍ଲାରେ ବିକାଶ ମେଳା- ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସାଂସ୍କୃତିକ ସମାରୋହ ସହ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନୀ , ବିକ୍ରୟ ଓ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଏବଂ ସଚେତନ କରିବା ନିମନ୍ତେ ଷ୍ଟଲ ପ୍ରସ୍ତୁତ କରାଯାଇଛି।
ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ଆପଣମାନେ ବିପୁଳ ସଂଖ୍ୟାରେ ଯୋଗଦାନ କରିବା ହେବେ।
📍:ପୋଲିସ ପଡିଆ, କୋରାପୁଟ
ସମୟ: ଅପରାହ୍ନ ୩ ଘଟିକା