14/04/2026
🌿✨ ଓଡ଼ିଆ ନୂତନ ବର୍ଷକୁ ଆନନ୍ଦ ଓ ଉତ୍ସାହ ସହିତ ସ୍ୱାଗତ କରନ୍ତୁ ✨🌿
ପଣା ସଂକ୍ରାନ୍ତି ଆପଣଙ୍କ ଜୀବନକୁ ଆଣୁ ଶାନ୍ତି, ସମୃଦ୍ଧି ଓ ଅସୀମ ଖୁସି 🌼💛
ନୂଆ ଆଶା, ନୂଆ ସପନ ଓ ସୁନ୍ଦର ମୁହୂର୍ତ୍ତ ସହିତ ଆରମ୍ଭ କରନ୍ତୁ ଏହି ନୂତନ ବର୍ଷ 🌸🙏
ଆପଣଙ୍କୁ ହାର୍ଦ୍ଧିକ ଶୁଭ ପଣା ସଂକ୍ରାନ୍ତି! 🎉
°
°