Anita Events

Anita Events Music Video

Anita Events PresentsMahabahu Bhajan Sandhya Place - Jarasingha Date - 19-02-24Contact for All type of Musical Shows - 7...
17/02/2024

Anita Events Presents
Mahabahu Bhajan Sandhya
Place - Jarasingha
Date - 19-02-24

Contact for All type of Musical Shows - 7684037516

ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତାଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତ ପଦ୍ମାସନା । ।ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ...
14/02/2024

ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା
ଯା ବୀଣା ବରଦଣ୍ଡ ମଣ୍ଡିତକରା ଯା ଶ୍ୱେତ ପଦ୍ମାସନା । ।

ବସନ୍ତ ପଞ୍ଚମୀ ତଥା ବିଦ୍ୟାଦାତ୍ରୀ ସରସ୍ୱତୀଙ୍କ ପୂଜା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ।

#ସରସ୍ୱତୀପୂଜା

❤️🙏

୭୫ତମ ସାଧାରଣତନ୍ତ୍ର ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।    🇮🇳
26/01/2024

୭୫ତମ ସାଧାରଣତନ୍ତ୍ର ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।


🇮🇳

 #ପରାକ୍ରମ_ଦିବସମହାନ କ୍ରାନ୍ତିକାରୀ, ପ୍ରଖର ରାଷ୍ଟ୍ରବାଦୀ ତଥା ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ...
23/01/2024

#ପରାକ୍ରମ_ଦିବସ
ମହାନ କ୍ରାନ୍ତିକାରୀ, ପ୍ରଖର ରାଷ୍ଟ୍ରବାଦୀ ତଥା ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ 🙏



❤️🙏

 #ଜୟଶ୍ରୀରାମ 🚩ସରିଲା କାଳ କାଳର ପ୍ରତୀକ୍ଷା ! ସାକାର ହେଲା କୋଟି କୋଟି ଆଖିର ସ୍ୱପ୍ନ ,ସବୁ ପ୍ରତିକ୍ଷାର ହେଲା ଅନ୍ତ....ଆଜି ପ୍ରଭୁ ଶ୍ରୀ ରାମ...
22/01/2024

#ଜୟଶ୍ରୀରାମ 🚩
ସରିଲା କାଳ କାଳର ପ୍ରତୀକ୍ଷା ! ସାକାର ହେଲା କୋଟି କୋଟି ଆଖିର ସ୍ୱପ୍ନ ,ସବୁ ପ୍ରତିକ୍ଷାର ହେଲା ଅନ୍ତ....
ଆଜି ପ୍ରଭୁ ଶ୍ରୀ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସରେ ସମଗ୍ର ଦେଶବାସୀଙ୍କୁ ମୋର ହୃଦୟରୁ କୋଟି କୋଟି ଶୁଭେଚ୍ଛା ଓ ଶୁଭକାମନା ।





❤️🙏

ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ ଆପଣମାନ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟଦେବଙ୍କ ଅପାର ମହିମ...
20/01/2024

ପବିତ୍ର ଶାମ୍ବ ଦଶମୀ ଉପଲକ୍ଷେ ଆପଣମାନ ଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ।
ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟଦେବଙ୍କ ଅପାର ମହିମା ଏ ସମାଜରେ ସୁଖ, ଶାନ୍ତି, ସମୃଦ୍ଧି ଭରିଦେଉ ।

#ଶାମ୍ବଦଶମୀ




❤️🙏

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ❤️🙏
15/01/2024

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।



❤️🙏

ଧନତେରସ ର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା।ଧନତେରସ ରୁ ଆଲୋକର ପର୍ବ ଦୀପାବଳିର ଆରମ୍ଭ ଏବଂ ଆଜି ହେଉଛି କୃଷ୍ଣ ପକ୍ଷର ପବିତ୍ର ତ...
10/11/2023

ଧନତେରସ ର ଶୁଭ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା।
ଧନତେରସ ରୁ ଆଲୋକର ପର୍ବ ଦୀପାବଳିର ଆରମ୍ଭ ଏବଂ ଆଜି ହେଉଛି କୃଷ୍ଣ ପକ୍ଷର ପବିତ୍ର ତ୍ରୟୋଦଶୀ ତିଥି । ଆଜିର ଦିନରେ ମାଆ ଲକ୍ଷ୍ମୀଙ୍କ ପୂଜା କରାଯାଏ ଏବଂ ମୂଲ୍ୟବାନ ଧାତୁ କିଣିବା ଶୁଭ ବୋଲି ବିବେଚନା କରାଯାଏ । “ଧନ”ର ଅର୍ଥ ହେଉଛି ସମ୍ପଦ ଏବଂ “ତେରସ”ର ଅର୍ଥ ତ୍ରୟୋଦଶ ଦିନ । ଏହି ଦିନ ଆୟୁର୍ବେଦର ଭଗବାନ ଧନ୍ୱନ୍ତରୀଙ୍କୁ ମଧ୍ୟ ପୂଜା କରାଯାଏ।

❤️🙏

Amazing Show at Angul ( College Chowk )  Program Presents By -  'SOn Date -31-10-2023❤️
01/11/2023

Amazing Show at Angul ( College Chowk )

Program

Presents By - 'S

On Date -31-10-2023

❤️

Welcome to All ....For the First time My Ollywood Event Program of Ollywood Playback Singers .....On Date - November 7 ,...
30/10/2023

Welcome to All ....

For the First time My Ollywood Event Program of Ollywood Playback Singers .....

On Date - November 7 , 2023

Arranged - ANITA EVENT'S
Mob no.- 7684037516
Location At - , College Chowk , Angul

Arpita Choudhury

ପବିତ୍ର ଗଜଲଷ୍ମୀ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।   #ଗଜଲଷ୍ମୀପୂଜା❤️🙏
28/10/2023

ପବିତ୍ର ଗଜଲଷ୍ମୀ ପୂଜା ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।


#ଗଜଲଷ୍ମୀପୂଜା

❤️🙏

Address

Rajkishore Pada
Angul

Alerts

Be the first to know and let us send you an email when Anita Events posts news and promotions. Your email address will not be used for any other purpose, and you can unsubscribe at any time.

Share

Category